ହଁ, ଆପଣ ଠିକ୍ କଥା ଶୁଣିଛନ୍ତି । ଆମେ ଲାଇଭ୍ ଟିଭି ଚ୍ୟାନେଲକୁ ଡେଲିହଣ୍ଟ ଆପ୍ରେ ଆଡ୍ କରିଛୁ ।
ତେଣୁ ଦୟାକରି ନିମ୍ନଲିଖିତ ଷ୍ଟେପ୍ ଅନୁକରଣ କରି ଡେଲିହଣ୍ଟ ଆପ୍ର ଲାଟେଷ୍ଟ ଭର୍ସନକୁ ଅପଡେଟ୍ କରନ୍ତୁ ।
ଡେଲିହଣ୍ଟ ଆପ୍ ଖୋଲନ୍ତୁ>> ଟିଭି ଆଇକନ ଉପରେ ଟ୍ୟାପ୍ କରନ୍ତୁ>> ଲାଇଭ ଟିଭି>> ଆପଣ ପସନ୍ଦ କରୁଥିବା ଚ୍ୟାନେଲ ଓ ଟପିକ୍ ଚୟନ କରନ୍ତୁ>> ନିଜ ପ୍ଲେ-ଲିଷ୍ଟରେ ଏହାକୁ ଆଡ୍ କରନ୍ତୁ ।
ଆମେ ଆଶା କରୁଛି ଆପଣ ଡେଲିହଣ୍ଟରେ ନ୍ୟୁଜ୍ ଦେଖିବାର ମଜା ଉଠାଉଥିବେ ।
କୌଣସି ସହାୟତା/ସହଯୋଗ, ଯୋଗାଯୋଗ ଲାଗି ଆମକୁ ଇମେଲ୍ କରନ୍ତୁ YourFriends@Dailyhunt.in
ବର୍ତ୍ତମାନ, ଲାଇଭ୍ ଟିଭି ଚ୍ୟାନେଲ ଡେଲିହଣ୍ଟରେ ଉପଲବ୍ଧ ଅଛି । Afdrukken
Was dit antwoord nuttig? Ja Nee
Feedback versturenHet spijt ons dat we u niet hebben kunnen helpen. Als u feedback geeft, kunnen we het artikel verbeteren.